ଅବ୍ୟୟା Abyayā

  • ସଂ. ବିଣ. ସ୍ତ୍ରୀ. (ଅବ୍ୟୟ+ଆ) — ଅବ୍ୟୟର ସ୍ତ୍ରୀଲିଙ୍ଗ — Feminine of Abyaya
  • ସଂ. ବି ସ୍ତ୍ରୀ. ଦୁର୍ଗା — An epithet of Durgā