ଅବ୍ୟଭିଚାର Abyabhichāra

  • ସଂ. ବି. (ଅ+ବ୍ୟଭିଚାର) — ବ୍ୟଭିଚାରର ଅଭାବ — Absence of adultery
  • ସଂ. ବି. (ଅ+ବ୍ୟଭିଚାର) — ଅବାଧ; ଅନାୟାସ — Absence of impediment; ease
  • ସଂ. ବି. (ଅ+ବ୍ୟଭିଚାର) — ନିଜର ସ୍ୱାମୀ ବା ସ୍ତ୍ରୀ ପ୍ରତି ଏକାନ୍ତ ଆସକ୍ତି — Constancy; fidelity; conjugal fidelity
  • ସଂ. ବି. (ଅ+ବ୍ୟଭିଚାର) — ମରଣ ପର୍ଯ୍ୟନ୍ତ ଅନ୍ୟୋନ୍ୟର ଅବ୍ୟଭିଚାର ସ୍ତ୍ରୀ ଓ ପୁରୁଷର ପରମ ଧର୍ମ ଅଟେ।— ରାମଶଙ୍କର, ମନୁ. 9।101 । — ମରଣ ପର୍ଯ୍ୟନ୍ତ ଅନ୍ୟୋନ୍ୟର ଅବ୍ୟଭିଚାର ସ୍ତ୍ରୀ ଓ ପୁରୁଷର ପରମ ଧର୍ମ ଅଟେ— ରାମଶଙ୍କର, ମନୁ.9101
  • ସଂ. ବି. (ଅ+ବ୍ୟଭିଚାର) — ପରସ୍ପର ଠାରୁ ପୃଥକ୍ ନ ହେବା ଅବସ୍ଥା; ଅବିଚ୍ଛେଦ — Non-separation
  • ସଂ. ବି. (ଅ+ବ୍ୟଭିଚାର) — (ନିୟମାଦିର) ଅଲଙ୍ଘନ — Non-transgression (M.W.)
  • ସଂ. ବି. (ଅ+ବ୍ୟଭିଚାର) — ଧର୍ମର ଅବ୍ୟଭିଚାର ଓ ଅଧର୍ମର ଦୂରୀକରଣ ପାଇଁ ମିଥ୍ୟା ସାକ୍ଷ୍ୟର ଦଣ୍ଡବିଧାନ କରାଯାଇ ଅଛି—ରାମଶଙ୍କର, ମନୁ 8।122 । — ଧର୍ମର ଅବ୍ୟଭିଚାର ଓ ଅଧର୍ମର ଦୂରୀକରଣ ପାଇଁ ମିଥ୍ୟା ସାକ୍ଷ୍ୟର ଦଣ୍ଡବିଧାନ କରାଯାଇ ଅଛି—ରାମଶଙ୍କର, ମନୁ8122
  • ସଂ. ବିଣ. (ବହୁବ୍ରୀହି) — ଅବ୍ୟଭିଚାରୀ (ଦେଖ) — Abyabhichārī (See)