ଅବ୍ୟବହିତ Abyabahita
- ସଂ. ବିଣ. (ଅ+ବ୍ୟବହିତ) — ବ୍ୟବଧାନରହିତ — Without any space between
- ସଂ. ବିଣ. (ଅ+ବ୍ୟବହିତ) — ସନ୍ନିହିତ — Adjoining; adjacent
- ସଂ. ବିଣ. (ଅ+ବ୍ୟବହିତ) — ସଂଲଗ୍ନ; ଲାଗିଥିବା — Contiguous
- ସଂ. ବିଣ. (ଅ+ବ୍ୟବହିତ) — ଅତି ନିକଟବର୍ତ୍ତୀ (ସ୍ଥାନ ବା ସମୟ) — Immediate