ଅବ୍ୟର୍ଥଲକ୍ଷ୍ୟ Abyarthalakshya

  • ସଂ. ବିଣ. ପୁଂ. (ବହୁବ୍ରୀହୀ; ଅବ୍ୟର୍ଥ+ଲକ୍ଷ୍ୟ) — ଯାହାର ଶର ବା ଗୁଳି ଆଦି ଲକ୍ଷ୍ୟ ସ୍ଥାନରେ ନିଶ୍ଚେଁ ବାଜିବ; ଯାହାର ଲକ୍ଷ୍ୟ ଅମୋଘ ଅଟେ — Of sure aim
  • ସଂ. ବି. (କର୍ମଧା) — ଶର ବା ଗୁଳି ଆଦି ଲକ୍ଷିତ ସ୍ଥାନରେ ବାଜିବା — Sureaim