ଅବ୍ୟୟୀ Abyayī

  • ସଂ. ବିଣ. ପୁଂ. (ଅ+ବ୍ୟୟିନ୍; 1 ମା. 1 ବ) — କୃପଣ — Miserly
  • ସଂ. ବିଣ. ପୁଂ. (ଅ+ବ୍ୟୟିନ୍; 1 ମା. 1 ବ) — ଯେ ବ୍ୟୟଶୀଳ ନୁହେ; ମିତବ୍ୟୟୀ — Economical; Parsimonious