ଅବ୍ୟବହୃତ Abyabahṛuta

  • ସଂ. ବିଣ (ଅ+ବ୍ୟବହୃତ) — ବ୍ୟବହାର କରାଯାଉ ନ ଥିବା; ବ୍ୟବ- ହାରରେ ଲଗାଯାଉ ନଥିବା — Not used
  • ସଂ. ବିଣ (ଅ+ବ୍ୟବହୃତ) — ଅପ୍ରଚଳିତ — Not current
  • ସଂ. ବିଣ (ଅ+ବ୍ୟବହୃତ) — ଅନୁପଭୁକ୍ତ — Unenjoyed