ଅବିୟୋଗ Abiyoga
- ସଂ. ବି. (ଅ+ବିୟୋଗ) — ବିୟୋଗ ବା ବିଚ୍ଛେଦର ଅଭାବ — Want of Separation
- ସଂ. ବି. (ଅ+ବିୟୋଗ) — ମେଳାପ; ମେଳ — Concord
- ସଂ. ବି. (ଅ+ବିୟୋଗ) — ସଂଯୋଗ — Union
- ସଂ. ବିଣ — ବିୟୋଗଶୂନ୍ୟ — Having no separation
- ସଂ. ବିଣ — ସଂଯୁକ୍ତ; ସଂମିଳିତ — Joined together
- ସଂ. ବିଣ — ଏକୀଭୂତ — United