ଅବିମୃଷ୍ୟ Abimṛushya

  • ସଂ. ବିଣ. (ସଂ. ଅ=ନ+ବିମୃଷ୍ୟ=ବି+ମୃଷ ଧାତୁ+ ଅସମାପିକା ପ୍ରତ୍ୟୟ. ଯ=ସମ୍ୟକ୍ ବିଚାର କରି; ଅବିମୃଷ୍ୟ=ସମ୍ୟକ୍ ବିଚାର ନ କରି ସଂ. ରେ ବିମୃଷ୍ୟର ଅର୍ଥ ବିବେଚ୍ୟ) — ଅବିବେଚକ — Inconsiderate
  • ସଂ. ବିଣ. (ସଂ. ଅ=ନ+ବିମୃଷ୍ୟ=ବି+ମୃଷ ଧାତୁ+ ଅସମାପିକା ପ୍ରତ୍ୟୟ. ଯ=ସମ୍ୟକ୍ ବିଚାର କରି; ଅବିମୃଷ୍ୟ=ସମ୍ୟକ୍ ବିଚାର ନ କରି ସଂ. ରେ ବିମୃଷ୍ୟର ଅର୍ଥ ବିବେଚ୍ୟ) — ନିଃସନ୍ଦିଗ୍ଧ — Free from doubt