ଅବିମୃଷ୍ୟଭାଷୀ Abimṛushyabhāshī

  • ସଂ. ବିଣ. ପୁଂ. (ଅବିମୃଷ୍ୟ=ସମ୍ୟକ୍ ବିବେଚନା ନ କରି+ଭାଷ ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ) ଯେ ଆଗ ପଛ ନ ବିଚାରି କଥା କହେ — Indiscrete in utterance