ଅବିରତ Abirata
- ସଂ. ବିଣ (ନଞ ତତ୍ ବା ବହୁବ୍ରୀହି; ଅ+ବିରତ; କମ୍ବା ନାହିଁ ବିରତ ଯାହାର) — ଅବିଶ୍ରାନ୍ତ; ଅବିରାମ; ଯାହା ବନ୍ଦ ହୁଏ ନାହିଁ — Unceasing; incessant; constant
- ସଂ. ବିଣ (ନଞ ତତ୍ ବା ବହୁବ୍ରୀହି; ଅ+ବିରତ; କମ୍ବା ନାହିଁ ବିରତ ଯାହାର) — ଧାରାବାହିକ; ଲଗାଲଗି; ଲାଗ୍ ଲାଗ୍ — Continuous
- ସଂ. ବିଣ (ନଞ ତତ୍ ବା ବହୁବ୍ରୀହି; ଅ+ବିରତ; କମ୍ବା ନାହିଁ ବିରତ ଯାହାର) — ଅବାଧ — Uninterrupted
- ସଂ. କ୍ରି. ବିଣ — ନିରନ୍ତର; ସର୍ବଦା; ସତତ — Constantly; always
- ସଂ. କ୍ରି. ବିଣ — ବିରାମରହିତରୂପେ; ଲାଗେ ଲାଗେ — Uninterruptedly; continuously
- ସଂ. ବି — ବିରାମର ଅଭାବ; ନୈରନ୍ତର୍ଯ୍ୟ (ହିନ୍ଦି. ଶବ୍ଦସାଗର) — Continuity