ଅବିରତେ Abirate

  • ଦେ. କ୍ରି. ବିଣ—(ସଂ. ଅବିରତ) — ସତତ; ସର୍ବଦା — Always
  • ଦେ. କ୍ରି. ବିଣ—(ସଂ. ଅବିରତ) — ଅବିଶ୍ରାନ୍ତ ଭାବରେ — Incessantly
  • ଦେ. କ୍ରି. ବିଣ—(ସଂ. ଅବିରତ) — ବିଜନିତ କଲା ସ୍ନାନ ଅବିରତେ ଚମକ ରଚିଲା ଶରରେ। ଭଞ୍ଜ. ବୈଦେହୀଶବିଳାସ।