ଅବିରତି Abirati

  • ସଂ. ବି (ଅ+ବିରତି) — ଅନିବୃତ୍ତି; ବିଶ୍ରାମର ଅଭାବ — Absence of intermission
  • ସଂ. ବି (ଅ+ବିରତି) — ବିଷୟାସକ୍ତି — Attachment to worldly affairs
  • ସଂ. ବିଣ — ଅବିରତ (ଦେଖ) — Abirata (See)