ଅବିରୁଦ୍ଧ Abiruddha

  • ସଂ. ବିଣ (ଅ+ବିରୁଦ୍ଧ) — ଯାହା ପ୍ରତିକୂଳ ନୁହେ — Unopposed
  • ସଂ. ବିଣ (ଅ+ବିରୁଦ୍ଧ) — ଅନୁକୂଳ — Favourable; propitious
  • ସଂ. ବିଣ (ଅ+ବିରୁଦ୍ଧ) — ଅନୁଯାୟୀ — Conformable to
  • ସଂ. ବିଣ (ଅ+ବିରୁଦ୍ଧ) — ଯେ ବିରୋଧୀ ନୁହେ — Not opposing
  • ସଂ. ବିଣ (ଅ+ବିରୁଦ୍ଧ) — ନିର୍ଦୋଷ — Faultness
  • ସଂ. ବିଣ (ଅ+ବିରୁଦ୍ଧ) — ପ୍ରାସଙ୍ଗିକ — Relevant
  • ସଂ. ବିଣ (ଅ+ବିରୁଦ୍ଧ) — ନ୍ୟାୟ୍ୟ; ସୁସଙ୍ଗତ — Just; reasonable
  • ସଂ. ବିଣ (ଅ+ବିରୁଦ୍ଧ) — ଅନିବାରିତ; ଅପ୍ରତିହତ; ଅବାଧ — Unobstructed