ଅବିମୃଷ୍ୟକାରୀ Abimṛushyakārī
- ସଂ. ବିଣ. ପୁଂ. (ଅବିମୃଷ୍ୟ=ସମ୍ୟକ୍ ବିବେଚନା ନ କରି+କୃ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଯେ ଆଗ ପଛ ନ ବିଚାରି କାର୍ଯ୍ୟ କରେ — Indiscrete; thoughtless
- ସଂ. ବିଣ. ପୁଂ. (ଅବିମୃଷ୍ୟ=ସମ୍ୟକ୍ ବିବେଚନା ନ କରି+କୃ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଅଖାଡ଼ୁଆ — Rash
- ସଂ. ବିଣ. ପୁଂ. (ଅବିମୃଷ୍ୟ=ସମ୍ୟକ୍ ବିବେଚନା ନ କରି+କୃ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଅଦୂରଦର୍ଶୀ — Short-sighted
- ସଂ. ବିଣ. ପୁଂ. (ଅବିମୃଷ୍ୟ=ସମ୍ୟକ୍ ବିବେଚନା ନ କରି+କୃ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଅବିବେଚକ — Indiscriminate