ଅବିଭକ୍ତ Abibhakta
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — ଅଖଣ୍ଡିତ; ଯାହାକୁ ବିଭାଗ କରାଯାଇ ନାହିଁ — Undivided
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — ଅପୃଥକ୍କୃତ — Not separated
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — ବଣ୍ଟରା ହୋଇ ନ ଥିବା — Not partitioned
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — ଇଜିମାଲି; ଯାହାକୁ ଏକାଧିକ ମାଲିକ ଏକତ୍ର ଭୋଗ କରନ୍ତି — Joint
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — (+କର୍ତ୍ତୃ. ତ) ଯେଉଁ ଅଂଶୀଦାରମାନେ ଆପଣା ମଧ୍ୟରେ ସମ୍ପତ୍ତିକୁ ବାଣ୍ଟିନେଇ ନାହାନ୍ତି; ଯେଉଁମାନେ ଭିନ୍ନେ ହୋଇ ନାହାନ୍ତି — Not separated (cosharers)
- ସଂ. ବିଣ. (ଅ+ବି+ଭଞ୍ଜ ଧାତୁ=ଭାଙ୍ଗିବା+କର୍ମ. ତ) — ଏକାନ୍ନବାସରେ ରହିଥିବା — Living in the same mess or board