ଅବିମୁକ୍ତ Abimukta
- ସଂ. ବିଣ. (ଅ+ବିମୁକ୍ତ) — ଯାହା ବିମୁକ୍ତ ହୋଇ ନାହିଁ — Not released
- ସଂ. ବିଣ. (ଅ+ବିମୁକ୍ତ) — ଅପରିତ୍ୟକ୍ତ — Not forsaken
- ସଂ. ବିଣ. (ଅ+ବିମୁକ୍ତ) — ବଦ୍ଧ — Confined
- ସଂ. ବି — (ଜାବାଳ ଉପନିଷଦ ମତରେ ଏହା ବ୍ରହ୍ମଙ୍କ— ସ୍ଥାନ ଥିବାରୁ)—ଥାନମୁଦୁରା; କାନମୁଣ୍ଡା — The temples; (space between the end of the eye and the ear.)
- ସଂ. ବି — (ଯେଉଁ ତୀର୍ଥକୁ ମୁମୁକ୍ଷୁ ବ୍ୟକ୍ତି ବା ହରଗୌରୀ ତ୍ୟାଗ କରନ୍ତି ନାହିଁ)—ବାରାଣସୀ; କାଶୀ — A name of Benares