ଅବିଭୁକ୍ତ Abibhukta
- ଗ୍ରା. ବିଣ. (କଚିରିଆ ଭାଷା; ସଂ. ଅବିଭକ୍ତର ଅଶୁଦ୍ଧ ଉଚ୍ଚାରଣ) — ଅବିଭକ୍ତ — Undivided
- ଗ୍ରା. ବିଣ. (କଚିରିଆ ଭାଷା; ସଂ. ଅବିଭକ୍ତର ଅଶୁଦ୍ଧ ଉଚ୍ଚାରଣ) — ବଣ୍ଟରା ହୋଇ ନ ଥିବା — Unpartitioned
- ଗ୍ରା. ବିଣ. (କଚିରିଆ ଭାଷା; ସଂ. ଅବିଭକ୍ତର ଅଶୁଦ୍ଧ ଉଚ୍ଚାରଣ) — ଇଜିମାଲି — Joint