ଅବିବାହି Abibāhi

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅବିବାହିତ) — ଅବିବାହିତ — Unmarried
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅବିବାହିତ) — କୁନ୍ତୀ ଦୁର୍ବାସା ଋଷିଙ୍କୁ ଅବିବାହ କାଳେ ଦ୍ୱାଦଶ ବରଷ ସେବି ଥିଲା ପିତା ଘରେ।—ସାରଳା. ମହାଭାରତ, ବିରାଟ।