ଅପ୍ରମେୟ Aprameya
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଅମାପ — Immeasurable
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଅପାର; ଅସୀମ — Unlimited
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଅତିଗଭୀର — Unfathomable; inscrutable
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଅସଂଖ୍ୟେୟ — Countless; incalculable
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଯାହା ପ୍ରମାଣ କରାଯାଇ ନ ପାରେ — That which cannot be proved
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ପ୍ରଚୁର; ଅପର୍ଯ୍ୟାପ୍ତ — Abundant
- ସଂ. ବିଣ—(ଅ+ପ୍ର+ମା ଧାତୁ+କର୍ମ ୟ) — ଅଜ୍ଞେୟ — Unknowable
- ସଂ. ବି. — ପରମେଶ୍ୱର — God