ଅପ୍ରଯୁକ୍ତ Apraj̄ukta
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅଯୋଗ୍ୟ; ଅସଙ୍ଗତ — Unsuitable
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅନ୍ୟାୟ — Illegal; unjust
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅବ୍ୟବହାର୍ଯ୍ୟ — Useless
- ସଂ. ବିଣ. (ଅ+ପ୍ରଯୁକ୍ତ) — ଯାହା ସାଧାରଣତଃ ବ୍ୟବହୃତ ହୁଏ ନାହିଁ — Unusual
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅନାଚରିତ — Not practised
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅବ୍ୟବହୃତ — Not used or applied
- ସଂ. ବିଣ. (ଅ+ପ୍ରଯୁକ୍ତ) — ଅପଚଳିତ — Not in use