ଅପ୍ରମାଦ Apramāda

  • ସଂ. ବି (ଅ+ପ୍ରମାଦ) — ପ୍ରମାଦ ବା ଭ୍ରମର ଅଭାବ — Freedom from error
  • ସଂ. ବି (ଅ+ପ୍ରମାଦ) — ମନୋଯୋଗ — Attention
  • ସଂ. ବି (ଅ+ପ୍ରମାଦ) — ହୁସିଆର; ସାବଧାନପଣ; ସତର୍କତା — Caution; vigilance
  • ସଂ. ବି (ଅ+ପ୍ରମାଦ) — ଯତ୍ନ — Careful
  • ସଂ. ବିଣ. ପୁଂ — 1 ସତର୍କ; ହୁସିଆର — 1ସତର୍କ; ହୁସିଆର— 1. Cautious
  • ସଂ. ବିଣ. ପୁଂ — ସାବଧାନ — Careful