ଅପ୍ରମତ୍ତ Apramatta

  • ସଂ. ବିଣ. ପୁଂ. (ଅ+ପ୍ରମତ୍ତ) — ପ୍ରମାଦ ଶୂନ୍ୟ — Free from error
  • ସଂ. ବିଣ. ପୁଂ. (ଅ+ପ୍ରମତ୍ତ) — ଅବହିତ; ଦତ୍ତମନା — Attentive
  • ସଂ. ବିଣ. ପୁଂ. (ଅ+ପ୍ରମତ୍ତ) — ସ୍ଥିରଚିତ୍ତ — Cool minded; calm
  • ସଂ. ବିଣ. ପୁଂ. (ଅ+ପ୍ରମତ୍ତ) — ଚାଞ୍ଚଲ୍ୟରହିତ — Unruffled
  • ସଂ. ବିଣ. ପୁଂ. (ଅ+ପ୍ରମତ୍ତ) — ସାବଧାନ; ଚେତାଳ; ହୁସିଆର୍ — Vigilant; careful