ଅପ୍ରମିତ Apramita

  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଅସୀମ — Unbounded; limitless
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଷଡ଼ ଦୁହିତା କଲା ଜାତ, ଏରୂପେ ବଂଶ ଅପ୍ରମିତ—ଭୂପତି, ପ୍ରେମପଞ୍ଚାମୃତ।
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଅପରିମିତ; ଅମାପ — Unmeasured
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଅସଂଖ୍ୟ — Countless
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ବହୁତ — Much
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଭୀମସେନ ପ୍ରତିଜ୍ଞା ଯେ କରଇ ଅପ୍ରମିତ। ସାରଳା, ମହାଭାରତ, ବିରାଟ।
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ଅପ୍ରମାଣିତ — Not proved. (M.W.)
  • ସଂ. ବିଣ. (ଅ+ପ୍ର+ମା ଧାତୁ+କର୍ମ. ତ) — ନଜୀର ଦ୍ୱାରା ସିଦ୍ଧ ହୋଇ ନ ଥିବା — Not established by authority (M.W.)