ଅପ୍ରମାଣ Apramāṇa
- ସଂ ବି. (ନଞ ତତ୍; ଅ+ପ୍ରମାଣ) — ପ୍ରମାଣର ଅଭାବ — Want of proof
- ସଂ ବି. (ନଞ ତତ୍; ଅ+ପ୍ରମାଣ) — ଅପ୍ରାମାଣିକ ନିୟମ — A rule which is no standard of action
- ସଂ ବି. (ନଞ ତତ୍; ଅ+ପ୍ରମାଣ) — ଯେଉଁ ବିବରଣର କିଛି ମୂଲ୍ୟ ବା ବାଧକତା ନାହିଁ — A statement of no importance or authority (M.W.)
- ସଂ. ବିଣ. (ବହୁବ୍ରୀହି) — ଯାହାର ପ୍ରମାଣ ନାହିଁ — Having no proof
- ସଂ. ବିଣ. (ବହୁବ୍ରୀହି) — ଅପ୍ରମେୟ; ଯାହା ପ୍ରମାଣ କରାଯାଇ ନ ପାରେ — Incapable of being proved
- ସଂ. ବିଣ. (ବହୁବ୍ରୀହି) — ଅବିଶ୍ୱସନୀୟ — Unreliable
- ସଂ. ବିଣ. (ବହୁବ୍ରୀହି) — ହେୟ — Contemptible
- ସଂ. ବିଣ. (ବହୁବ୍ରୀହି) — ଅଶ୍ରଦ୍ଧେୟ — Not deserving of affection or devotion
- ସଂ. ବିଣ. (ବହୁବ୍ରୀହି) — ଯେଉଁ ବିଷୟରେ ନଜୀର ନାହିଁ — Not established or supported by authority
- ଦେ. ବିଣ (ସଂ. ଅପ୍ରମାଣିତ) — ଅପ୍ରମାଣିତ — Not proved
- ଦେ. ବିଣ (ସଂ. ଅପ୍ରମାଣିତ) — (ଯଥା—ମୋ ନାଆଁରେ ସେ ଯେତେ କଥା ଦରଖାସ୍ତ ଦେଇଥିଲା ସବୁ ଯାକ ହାକିମଙ୍କ ପାଖରେ ଅପ୍ରମାଣ ହୋଇଗଲା।)
- ଦେ. ବିଣ (ସଂ. ଅପ୍ରମାଣିତ) — ଅଗ୍ରାହ୍ୟ — Unacceptable