ଅପ୍ରଯତ୍ନ Apraj̄atna

  • ସଂ. ବି. (ନଞ ତତ୍; ଅ+ପ୍ରଯତ୍ନ) — ଚେଷ୍ଟା ବା ଯତ୍ନର ଅଭାବ — Want of exertion; absence of effort
  • ସଂ. ବି. (ନଞ ତତ୍; ଅ+ପ୍ରଯତ୍ନ) — ନିଶ୍ଚେଷ୍ଟତା; ଜଡ଼ତା — Inertness
  • ସଂ. ବି. (ନଞ ତତ୍; ଅ+ପ୍ରଯତ୍ନ) — ବେପରେଇ; ଅପକ୍ଷପାତ — Indifference
  • ସଂ. ବିଣ. ପୁଂ (ବହୁବ୍ରୀହି) — କୌଣସି ବିଷୟରେ ମମତା ବା ଆକାଂକ୍ଷାଶୂନ୍ୟ — Apathetic or indifferent in any matter
  • ସଂ. ବିଣ. ପୁଂ (ବହୁବ୍ରୀହି) — ନିଶ୍ଚେଷ୍ଟ — Not striving for