ଅପ୍ରମାଦେ Apramāde
- ଦେ. ପଦ୍ୟ. କ୍ରି. ବିଣ — ଅକ୍ଳେଶରେ; ସହଜରେ; ଅବଲୀଳା— କ୍ରମେ — Easily
- ଦେ. ପଦ୍ୟ. କ୍ରି. ବିଣ — ଦୁଃଶାସନ ରକତ ପିଇ ଅପ୍ରମାଦେ, ସୁଯୋଧନ ଗିରିକି ମରଦିଲ ପାଦେ—କୃଷ୍ଣସିଂହ, ମହାଭାରତ, ଶଲ୍ୟ।
- ଦେ. ପଦ୍ୟ. କ୍ରି. ବିଣ — ନିଃସନ୍ଦେହରେ — Undoubtedly
- ଦେ. ପଦ୍ୟ. କ୍ରି. ବିଣ — ଭକ୍ତି ହୋଇବ ଅପ୍ରମାଦେ। ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।