ଅପ୍ରୟୋଜନ Aprayojana

  • ସଂ. ବି. (ଅ+ପ୍ରୟୋଜନ) — ପ୍ରୟୋଜନର ଅଭାବ; ଆବଶ୍ୟକ ନ ହେବା — Uselessness; no necessity
  • ସଂ. ବିଣ — ଯାହା ଦରକାରୀ ନୁହେଁ; ଅପ୍ରୟୋଜନୀୟ — Not useful; not required; unnecessary
  • ସଂ. ବିଣ — ଅହେତୁକ — Having no ulterior motive
  • ସଂ. ବିଣ — ନିଷ୍କାମ; ନିଃସ୍ୱାର୍ଥ — Disinterested, unselfish
  • ସଂ. ବିଣ — ଅପ୍ରୟୋଜନ ପ୍ରେମ ଯାର, ଗୋବିନ୍ଦ ଅଧୀର ତାହାର। ଭୂପତି, ପ୍ରେମପଞ୍ଚାମୃତ।