ଅନୁତାପ Anutāpa

  • ସଂ. ବି. (ଅନୁ=ପଶ୍ଚାତ୍+ତପ ଧାତୁ+ଅ) — ପଶ୍ଚାତ୍ତାପ; ଅନୁଶୋଚନା; ଅବ୍ଶୋସ୍; କୌଣସି କାର୍ଯ୍ୟ କରି ସାରିବା ପରେ ମନରେ ଅନୁଭୂତ ଦୁଃଖ — Regret; repentance; remorse; penitence
  • ସଂ. ବି. (ଅନୁ=ପଶ୍ଚାତ୍+ତପ ଧାତୁ+ଅ) — ମନୋବେଦନା; ମନୋଦୁଃଖ — Mental pain