ଅନୁଜ୍ଞା Anuj̄n̄ā
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ଆଜ୍ଞା — Command; order; injunction
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ଗୁରୁ ତାଙ୍କୁ ଯହୁଁ ଏ ଅନୁଜ୍ଞା ଦେଲେ / ଭତ୍ତଙ୍କ ସେହି କ୍ଷଣି ସେଠାରୁ ବାହାରିଲେ। କୃଷ୍ଣସିଂହ, ମହାଭାରତ, ଆଦି।
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ସମ୍ମତିପ୍ରଦାନ — Give of consent
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ଅନୁମତି — Permission
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ସ୍ୱୀକାର — Agreement
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — ମଞ୍ଜୁରି — Approval
- ସଂ. ବି. (ଅନୁ=ପଶ୍ଚାତ+ଜ୍ଞା ଧାତୁ= ଜାଣିବା+କର୍ମ. ଆ) — (ବ୍ୟାକରଣ) ଅନ୍ୟକୁ ଆଦେଶ ଦେବା ବା ଅନୁରୋଧ କରିବା ଅର୍ଥକ କାଳ ବା କ୍ରିୟାର ରୂପ — (grammar) Imperative mood of a verb denoting request or command