ଅନୁତ୍ତର Anuttara
- ସଂ. ବିଣ. ପୁଂ (ନ+ଉତ୍ତର) — (ବହୁବ୍ରୀହି) ତୃଷ୍ଣୀଂଭୂତ — Silent
- ସଂ. ବିଣ. ପୁଂ (ନ+ଉତ୍ତର) — (ବହୁବ୍ରୀହି) ହଦ୍ ଜବାବ୍; ଯେ ଉତ୍ତର ବା ଜବାବ୍ ଦିଏ ନାହିଁ — Unreplying; without a reply
- ସଂ. ବିଣ. ପୁଂ (ନ+ଉତ୍ତର) — (ନାହିଁ ଉତ୍ତର=ଉତ୍ତମ ଯାହାଠାରୁ) ସର୍ବଶ୍ରେଷ୍ଠ — Best of all
- ସଂ. ବିଣ. ପୁଂ (ନ+ଉତ୍ତର) — (ନଞ ତତ୍) ଉତ୍ତରର ବିପରୀତ ଅର୍ଥାତ୍ ଦକ୍ଷିଣ ଦିଗର — Southern; opposite to North
- ସଂ. ବି — ଉତ୍ତର ନ ଦେବା — Not replying