ଅନୁତ୍ତମ Anuttama
- ସଂ. ବିଣ. (ନ+ଉତ୍ତମ; ଯାହା ଉତ୍ତମ ନୁହେ) — ଅଧମ; ମନ୍ଦ — Not good; bad
- ସଂ. ବିଣ. (ନ+ଉତ୍ତମ; ଯାହା ଉତ୍ତମ ନୁହେ) — ନିକୃଷ୍ଟ — Inferior
- ସଂ. ବିଣ. (ନ+ଉତ୍ତମ; ଯାହା ଉତ୍ତମ ନୁହେ) — (ବହୁବ୍ରୀହି; ନାହିଁ ଉତ୍ତମ ଯାହାଠାରୁ)— ଅତ୍ୟୁତ୍କୃଷ୍ଟ; ଅତ୍ୟୁତ୍ତମ — Very good; excellent