ଅନୁଜ୍ଞାପତ୍ର Anujn̄āpatra

  • ସଂ. ବି. ( 6 ଷ୍ଠୀ ତତ୍+ଅନୁଜ୍ଞା+ପତ୍ର) — ଲିଖିତ ଆଦେଶ; ଆଜ୍ଞାପତ୍ର — Written authority; an order in writing
  • ସଂ. ବି. ( 6 ଷ୍ଠୀ ତତ୍+ଅନୁଜ୍ଞା+ପତ୍ର) — ଅନୁମତିପତ୍ର — Written permission
  • ସଂ. ବି. ( 6 ଷ୍ଠୀ ତତ୍+ଅନୁଜ୍ଞା+ପତ୍ର) — ସ୍ୱୀକାରପତ୍ର — Deed of consent