ଅନୁତର୍ଷ Anutarsha

  • ସଂ. ବି. (ଅନୁ+ତୃଷ ଧାତୁ=ଶୋଷ କରିବା+ଭାବ. ଅ) — ତୃଷ୍ଣା; ପିପାସା; ଶୋଷ — Thirst
  • ସଂ. ବି. (ଅନୁ+ତୃଷ ଧାତୁ=ଶୋଷ କରିବା+ଭାବ. ଅ) — ଅଭିଳାଷ; ବଳବତୀ ଇଚ୍ଛା — Hankering after
  • ସଂ. ବି. (ଅନୁ+ତୃଷ ଧାତୁ=ଶୋଷ କରିବା+ଭାବ. ଅ) — (ଅନୁ+ତୃଷ ଧାତୁ+କରଣ ବା ଅଧିକରଣ. ଅ; ଯେଉଁ ପାତ୍ର ସାହାଯ୍ୟରେ ତୃଷା ନିବାରିତ ହୁଏ)— ପାନପାତ୍ର; ମଦ୍ୟପାନପାତ୍ର — Wine-glass; goblet