ଅନୁଜ୍ଜ୍ୱଳ Anujjwaḻa

  • ସଂ. ବିଣ. (ନ+ଉଜ୍ୱଳ) — ଯାହା ଉଜ୍ଜ୍ୱଳ ନୁହେ; ଜ୍ୟୋତିର୍ହୀନ — Not bright
  • ସଂ. ବିଣ. (ନ+ଉଜ୍ୱଳ) — ଆଲୋକହୀନ — Not luminous
  • ସଂ. ବିଣ. (ନ+ଉଜ୍ୱଳ) — ଜାଲୁଜାଲୁଆ ଦେଖାଯାଉଥିବା — Dim