ଅନୁତପ୍ତ Anutapta

  • ସଂ. ବିଣ. ପୁଂ. (ଅନୁ=ପଶ୍ଚାତ୍+ତପ ଧାତୁ+କର୍ତ୍ତୃ. ତ) — ଅନୁତାପଗ୍ରସ୍ତ; ଯେ ପଶ୍ଚାତ୍ତାପ କରୁଅଛି; ପସ୍ତାଉଥିବା — Repenting; repentant; remorseful; penitent
  • ସଂ. ବିଣ. ପୁଂ. (ଅନୁ=ପଶ୍ଚାତ୍+ତପ ଧାତୁ+କର୍ତ୍ତୃ. ତ) — ଦୁଃଖିତ — Pained; sorry; sorrowing