ଅନୁତ୍ଥାନ Anutthāna

  • ସଂ. ବି. (ନଞ ତତ୍; ନ+ ଉତ୍ଥାନ) — ଉତ୍ଥାନ—ରାହିତ୍ୟ; ଉଠି ନ ପାରିବା ଅବସ୍ଥା; ଏକ ସ୍ଥାନରେ ପଡ଼ି ରହିବା — The state of not rising; non-rising
  • ସଂ. ବି. (ନଞ ତତ୍; ନ+ ଉତ୍ଥାନ) — ଚେଷ୍ଟା-ରାହିତ୍ୟ — Non-exertion; inertness