ଅଧୋଗତ Adhogata

  • ସଂ. ବିଣ. ପୁଂ (ଅଧଃ+ଗତ) — ତଳକୁ ଯାଇଥିବା — Gone down
  • ସଂ. ବିଣ. ପୁଂ (ଅଧଃ+ଗତ) — ତଳକୁ ଖସି ପଡ଼ିଥିବା — Fallen down
  • ସଂ. ବିଣ. ପୁଂ (ଅଧଃ+ଗତ) — ବୁଡ଼ି ଯାଇଥିବା — Sunk down
  • ସଂ. ବିଣ. ପୁଂ (ଅଧଃ+ଗତ) — ଅସ୍ତ ହୋଇଥିବା — Set