ଅଧୈର୍ୟ୍ୟ Adha̲i̱rj̄ya
- ସଂ. ବି (ଅ+ଧୈର୍ଯ୍ୟ) — ଧୈର୍ଯ୍ୟର ଅଭାବ — Impatience
- ସଂ. ବି (ଅ+ଧୈର୍ଯ୍ୟ) — ମନର ଅସ୍ଥିରତା — Mental restlessness want of self-possession
- ସଂ. ବି (ଅ+ଧୈର୍ଯ୍ୟ) — ସାହସର ଅଭାବ — Want of courage
- ସଂ. ବିଣ. ପୁଂ. (ବହୁବ୍ରୀହି) — ଧୈର୍ଯ୍ୟହୀନ; ଅଧୀର — Impatient
- ସଂ. ବିଣ. ପୁଂ. (ବହୁବ୍ରୀହି) — ଅସ୍ଥିରମନା — Restless in mind
- ସଂ. ବିଣ. ପୁଂ. (ବହୁବ୍ରୀହି) — କହଇ କବିସୂର୍ଯ୍ୟ; ନାଥ ନୁହ ଅଧୈର୍ଯ୍ୟ—କବିସୂର୍ଯ୍ୟ, କବିତା