ଅଧୋଡ଼ା Adhoṟḍ̠ā

  • ଗ୍ରା. ବିଣ. (ସଂ.ଅର୍ଦ୍ଧ+ବୃଦ୍ଧ) — ଦରବୁଢ଼ା; ଅଧା ବୟସିଆ — Middle-aged
  • ଗ୍ରା. ବିଣ. (ସଂ.ଅର୍ଦ୍ଧ+ବୃଦ୍ଧ) — ବାବାଜୀଙ୍କ ନାମ ଲଳିତ ଦାସ, ବୟସ ଅଧୋଡ଼ା ବର୍ଣ୍ଣ ଶ୍ୟାମଳ, ଦେହଟି ଆକୁଲ ଥୁକୁଲ। ଫକୀରମୋହନ—ଛମାଣଆଠଗୁଣ୍ଠ।
  • ଗ୍ରା. ବିଣ. (ସଂ.ଅର୍ଦ୍ଧ+ବୃଦ୍ଧ) — ଅଧାଡ଼ୁଆ (ଦେଖ) — Adhardua (See)