ଅଧୋଦୃଷ୍ଟି Adhodṛushti

  • ସଂ. ବି. (ଅଧଃ+ଦୃଷ୍ଟି) — ତଳ ଆଡ଼କୁ ଚାହିଁବା — Downward look
  • ସଂ. ବି. (ଅଧଃ+ଦୃଷ୍ଟି) — ଯୋଗ ସାଧନର ଆସନବିଶେଷ — A posture in j̄oga-exercise
  • ସଂ. ବି. (ଅଧଃ+ଦୃଷ୍ଟି) — [ଦ୍ର—ପଦ୍ମାସନରେ ବସି ନିଶ୍ଚଳ ମନରେ ନାସିକାଗ୍ରକୁ ଦୃଷ୍ଟି ଦେବା ରୂପ ଯୋଗାସନ।]
  • ସଂ. ବିଣ. ଫୁ. ଓ ସ୍ତ୍ରୀ. (ବହୁବ୍ରୀହି) — ଯେ ତଳ ଆଡ଼କୁ ଚାହିଁଥାଏ — Looking downwards