ଅଧୋଘଣ୍ଟା Adhoghaṇṭā

  • ସଂ. ବି. (ଅଧଃ+ଘଣ୍ଟ+ଆ; ଏହାର ଫଳଗୁଡ଼ିକ ଘଣ୍ଟିପରି ତଳ ଆଡ଼କୁ ମୁହଁ କରି ଥିବାରୁ) — ଅପାମାର୍ଗ (ଦେଖ) — Apāmārga (See)