ଅଧୋକ୍ଷଜ Adhokshaja

  • ସଂ. ବି. ପୁଂ (ଅଧଃ=ଅଧଃକୃତ ହୋଇଅଛି; ଅକ୍ଷଜ= ଇନ୍ଦିୟଜ ବା ପ୍ରତ୍ୟକ୍ଷ ଜ୍ଞାନ ଯାହାଙ୍କଦ୍ୱାରା; କିମ୍ବା ଅଧୋକ୍ଷ=ପାଦରୁ ଜାତ; ସୃଷ୍ଟିର ଏକ କଳ୍ପରେ ବିଷ୍ଣୁ ମହାଦେବଙ୍କ ପାଦରୁ ଜନ୍ମିଥିବାର ପୁରାଣରେ ଅଛି) — ବିଷ୍ଣୁଙ୍କର ନାମବିଶେଷ — A name of Bishṇu