ଅଧୋକ୍ଷ Adhoksha
- ସଂ. ବିଣ. (ଅଧଃ+ଅକ୍ଷ) — ଅତୀନ୍ଦ୍ରିୟ; ଇନ୍ଦ୍ରିୟର ଅଗୋଚର — Imperceptible by the senses
- ସଂ. ବିଣ. (ଅଧଃ+ଅକ୍ଷ) — ସଗଡ଼ର ଅଖତଳେ ଥିବା — Situated below the axle
- ସଂ. ବିଣ. (ଅଧଃ+ଅକ୍ଷ) — ଯେ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଅଛି — One who has his organs under control
- ସଂ. ବି — ପାଦ; ଗୋଡ଼ — Leg; foot