ଅଧେଇରିଯ Adhairija

  • ଗ୍ରା. ବି. (ସଂ. ଅଧୈର୍ଯ୍ୟ) — ଅଧୈର୍ଯ୍ୟ; ଧୈର୍ଯ୍ୟହୀନତା — Impatience
  • ଗ୍ରା. ବିଣ — ଅଧୀର; ଧୈର୍ଯ୍ୟହୀନ — Impatient