ଅଧୋ Adho

  • ଦେ. ଅ. (ସଂ. ଅଧସ୍) — ଅଧଃ; ନିମ୍ନ — Below
  • ଦେ. ଅ. (ସଂ. ଅଧସ୍) — ତା ଅଧୋ ଊର୍ଦ୍ଧ୍ୟେ ଯେତେ ଦେଖି, ସେ ବର୍ଣ୍ଣ ଧର୍ମେ ତାକୁ ଲେଖି। ଜଗନ୍ନାଥ, ଭାଗବତ, 2 ୟ। — ତା ଅଧୋ ଊର୍ଦ୍ଧ୍ୟେ ଯେତେ ଦେଖି, ସେ ବର୍ଣ୍ଣ ଧର୍ମେ ତାକୁ ଲେଖି ଜଗନ୍ନାଥ, ଭାଗବତ,2ୟ