ଅଧେକ Adheka

  • ଦେ. ବି. (ସଂ. ଅର୍ଦ୍ଧ) — ଅର୍ଦ୍ଧେକ; ଅର୍ଦ୍ଧପରିମାଣ; ଅଧେ — Half
  • ଦେ. ବି. (ସଂ. ଅର୍ଦ୍ଧ) — ଏତେ ବୋଲି ଚିଲପକ୍ଷୀ ଝାମ୍ପତାକୁ ଦେଲା, ଦନାରୁ ଅଧେକ ଧରି ଚିରି ପକାଇଲା। ନାମରତ୍ନ ଗୀତା