ଅକ୍ଷେମ Akshema

  • ସଂ. ବି. (ନଞ ତତ୍; ଅ+କ୍ଷେମ) — ଅଶୁଭ; ଅମଙ୍ଗଳ। — Ill; evil
  • ଗ୍ରା. ବିଣ. (ସଂ. ଅକ୍ଷମ) — ଅକ୍ଷମ — Unable