ଅକ୍ଷୁଧ Akshudha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ଷୁଧା) — କ୍ଷୁଧାରହିତ; ଯାହାକୁ ଭୋକ କରେ ନାହିଁ। — Having no appetite
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ଷୁଧା) — ଯେ ଭୋକିଲା ହୋଇ ନାହିଁ। — Not feeling hungry