ଅକ୍ଷିର କ୍ଷୀର Akshira kshīra

  • ଦେ. ବି. (ସଂ. ଅକ୍ଷି+କ୍ଷୀର) — ଲୋତକ; ଲୁହ — Tear
  • ଦେ. ବି. (ସଂ. ଅକ୍ଷି+କ୍ଷୀର) — ଦିନେଟି ଅକ୍ଷିର କ୍ଷୀର, ଜାତ ମୋ ରାମାର ମାର, ତେଜେ ସୁମନ ନଦୀ ପର ପର। ଭଞ୍ଜ—ପ୍ରେମସୁଧାନିଧି 13।14 । — ଦିନେଟି ଅକ୍ଷିର କ୍ଷୀର, ଜାତ ମୋ ରାମାର ମାର, ତେଜେ ସୁମନ ନଦୀ ପର ପର ଭଞ୍ଜ—ପ୍ରେମସୁଧାନିଧି1314