ଅକ୍ଷୁଣ୍ଣ Akshuṇṇa
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅଖୁଣ; ଅଖଣ୍ଡିତ। — Unbroken; whole
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅଚ୍ଛିନ୍ନ — Uncut
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅଖଣ୍ଡ; ପୂର୍ଣ୍ଣ — Full
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅମ୍ଳାନ — Unfaded; untarnished
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ସୁସ୍ଥ — Hale; healthy
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅରୁଦ୍ଧ — Unrestrained
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅବିକୃତ — Unchanged
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅକ୍ଷୁବ୍ଧ; କ୍ଷୋଭ ରହିତ। — Unperplexed; not sad
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଅନାଲୋଡ଼ିତ — Undisturbed; unagitated
- ସଂ. ବିଣ. (ନଞ ତତ୍; ଅ+କ୍ଷୁଣ୍ଣ) — ଶାନ୍ତ; ସ୍ଥିର — Calm